ଆଜିର ଅନୁଚିନ୍ତା

ହଠାତ୍ ବିପଦର ସମ୍ମୁଖୀନ ହେଲେ ହଡବଡେଇ ନଯାଇ ଧୈର୍ଯ୍ୟର ସହିତ ତାର ମୁକାବିଲା ପାଇଁ ଅଂଟା ଭିଡିବା ଦରକାର ।ସୌଭାଗ୍ୟ ଚିରସ୍ଥାୟୀ ନୁହେଁ । ଆଲୋକ-ଅନ୍ଧାର, ସୁଖ-ଦୁଃଖ, ହସ-କାନ୍ଦ ଚିରନ୍ତନ । ଏସବୁ ଚକ୍ରବତ୍ ଗୋଟିକ ପରେ ଅନ୍ୟଟି ଆସନ୍ତି ।। ସୁଖ ସମୟରେ ଅଧିକ ମସ୍ଗୁଲ୍ ହେବା ଉଚିତ୍ ନୁହେଁ । ସୁଖ ପରେ ଦୁଃଖ ଯେ ନିଶ୍ଚିତ ଆସିବ ଏକଥା ମନେ ରଖି ଆଗେଇବାକୁ ପଡିବ । ସୁଖ ପାଖରେ ଜ୍ଞାନ ନଥାଏ । […]

Continue Reading