ଜୀଅନ୍ତା ସ୍ତ୍ରୀ କୁ ପୋଡି ମାରିଦେଲା ସ୍ୱାମୀ

ବଡ ଖବର ରାଜ୍ୟ ଖବର

ହୀରାକୁଦ 13/02/2019

ହୀରାକୁଦ ଭି ଏସ ଏସ ନଗର କଲୋନୀ ରେ ଆଜି ସ୍ୱାମୀ ସ୍ମୃତି ରଞ୍ଜନ ନାୟକ ନିଜ ଜୀଅନ୍ତା ସ୍ତ୍ରୀ ଜ୍ୟୋତିର୍ମୟୀ ସତପଥି ଙ୍କୁ ଛାତ ଉପର କୁ ନେଇ ପୋଡି ମାରିଦେଇଛନ୍ତି । ତେବେ ଘରୋଇ କଳହ ଲାଗିରହିଥିଲା ବେଳେ ଏଭଳି ଘଟଣା ଘଟିଯାଇ ଅଛି । କିଛି ଦିନ ହବ ଉଭୟ ଙ୍କ ମଧ୍ୟେ
ପରକୀୟ ପୀରତି ପାଇଁ କଳହ ଲାଗିରହିଥିଲା ।। 5/6 ଦିନ ପୂର୍ବେ ଏ ସଂକ୍ରାନ୍ତ ରେ ହୀରାକୁଦ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଥିଲେ ସ୍ତ୍ରୀ । ଏହା ପରେ ପରିଣାମ ଭୟଙ୍କର ରୁପ ନେଇ ଆଜି ମଧ୍ୟାନ ସମୟ ରେ ଝଗଡ଼ା ଲାଗି କରି ସ୍ତ୍ରୀ ର କେଶ କୁ ଘୋଷ।ଦି ଘୋଷାଡି ନେଇଯାଇଥିଲା ଛାତ ଉପରକୁ ଓ ସେଠି ହାତ ଦୁଇଟାକୁ ବାନ୍ଧି ଜୀଅନ୍ତା ଶରୀର ରେ କିରୋସିନ୍ ଢାଳି ମାଚିସ କାଠି ରେ ନିଆଁ ଲଗାଇଦେଇଥିଲା ସ୍ୱାମୀ । ଏହା ପରେ ଅଧା ପୋଡା ଶରୀରକୁ ବୁର୍ଲା ହସ୍ପିଟାଲରେ ନିଆ ଯାଇଥିଲା ସେଠି ଯୋତିର୍ମୟୀ ଙ୍କ ମୃତ୍ୟୁ ଘଟି ଥିଲା